ଆମ୍ଭ ମାନଙ୍କ ପରିତ୍ରାଣ କର୍ତ୍ତା ପ୍ରଭୂ ଯୀଶୁ ଙ୍କ ନାମ ଯୁଗେ ଯୁଗେ ଧନ୍ୟ ହେଉ ।ସୁସମାଚାର ଚେନାଲ ପ୍ରେରଣା ର ଅନୁରୋଧ କ୍ରମେ ପ୍ରଭୂ ଙ୍କ ଦାସ ଆଚାର୍ଯ୍ୟ ଅଜିତ୍ ସେନ ଆନ୍ଦ୍ରାପ୍ ପ୍ରସ୍ତୁତ କରିଅଛନ୍ତି ମେଷଶାବକ ପ୍ରସଙ୍ଗ ର ନବମ ଭାଗ ।ପ୍ରକାଶିତ ୨୧:୨୭ ଅଂଶ କୁ ନେଇ ମୂଳ ପ୍ରସଙ୍ଗ "ମେଷଶାବକ ଙ୍କ ଜୀବନ ପୁସ୍ତକ" |ଶୁଣନ୍ତୁ ଏବଂ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ।
ଧନ୍ୟବାଦ
Have a blessed day.
From
PRERANA YouTube channel
#prerana
#ମେଷଶାବକ9
#Revelation21:27
#odiachristianmessage
#onlinebible
#ajitsenandrap