"ମାତ୍ର ଯେତେ ଲୋକ ତାହାଙ୍କୁ ଗ୍ରହଣ କଲେ, ଅର୍ଥାତ୍, ଯେଉଁମାନେ ତାହାଙ୍କ ନାମରେ ବିଶ୍ୱାସ କଲେ, ସେ ସମସ୍ତଙ୍କୁ ସେ ଈଶ୍ୱରଙ୍କ ସନ୍ତାନ ହେବା ନିମନ୍ତେ ଅଧିକାର ଦେଲେ; "ଯୋହନ ୧:୧୨
ଏହି ଅଂଶ କୁ ନେଇ ପ୍ରଭୁଙ୍କ ଦାସ ଆଚାର୍ଯ୍ୟ ଅଜିତ୍ ସେନ ଆନ୍ଦ୍ରାପ୍ ପ୍ରସ୍ତୁତ କରିଛନ୍ତି ଏକ ଜୀବନ୍ତ ବାକ୍ୟ ଯାହାର ଶୀର୍ଷକ "ଈଶ୍ୱର ଙ୍କ ସନ୍ତାନ" ।ଶୁଣନ୍ତୁ ଏବଂ ପ୍ରଭୁଙ୍କ ଠାରୁ ଆଶୀର୍ବାଦ ପ୍ରାପ୍ତ ହୁଅନ୍ତୁ ।ପ୍ରଭୂ ଆପଣଙ୍କ ମଙ୍ଗଳ କରନ୍ତୁ ।ଧନ୍ୟବାଦ ।
#ପ୍ରେରଣା
#ଈଶ୍ୱରଙ୍କସନ୍ତାନ
#john112
#odiachristianm essage
#ajitsenandrap