ପତିତ ଓ ଅଭିଶପ୍ତ ଜୀବନରେ ଈଶ୍ୱରଙ୍କ ବାକ୍ୟର ଆଶ୍ଚର୍ଯ୍ୟ କାର୍ଯ୍ୟକାରୀ ଗୁଣ ସମୂହ ଯାହା ସମସ୍ତଙ୍କ ପାଇଁ ବେଶ୍ ଆବଶ୍ୟକୀୟ । ଏହି ବିଷୟ କୁ ଆଧାର କରି ଶୁଣନ୍ତୁ ପ୍ରସଙ୍ଗ "ଈଶ୍ୱରଙ୍କ ବାକ୍ୟର ମାହାତ୍ମ୍ୟତା" ଯାହା ପ୍ରଭୂଙ୍କ ଦାସ ରାଜପତି ପାଣି ଙ୍କ ଦ୍ୱାରା ପ୍ରଚାରିତ ହୋଇଅଛି ।
#Psalms19
#Rajpatipani
#Odiachristianmessage
#PRERANA